ଛତିଶଗଡ କଂଗ୍ରେସ ବିଧାୟକ ଆଣିଲେ ସଂଗୀନ ଅଭିଯୋଗ

ସ୍ୱାସ୍ଥ୍ୟ ମନ୍ତ୍ରୀ ମୋ ସହ ୪ରୁ ୫ ଜଣ ବିଧାୟକଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରୁଛନ୍ତି ରାୟପୁର: ଛତିଶଗଡ ଏପରି ଏକ ରାଜ୍ୟ ଯେଉଁଠାରେ କଂଗ୍ରେସ ୯୦ ଟି ବିଧାନସଭା ଆସନ ମଧ୍ୟରୁ ୭୦ ଟି ଦଖଲ କରିଛି। ସମଗ୍ର ଦେଶରେ ଯଦି କଂଗ୍ରେସ ସବୁଠାରୁ ଶକ୍ତିଶାଳୀ କେଉଁଠାରେ ଦେଖାଯାଏ, ତେବେ ଏହି ରାଜ୍ୟର ନାମ ହେଉଛି ଛତିଶଗଡ। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ପଞ୍ଜାବ ଭଳି ଛତିଶଗଡ଼ରେ … Continue reading ଛତିଶଗଡ କଂଗ୍ରେସ ବିଧାୟକ ଆଣିଲେ ସଂଗୀନ ଅଭିଯୋଗ